Advertisment

Low Pressure Threat: ଧୋଇଯିବ କି ଭାରତ-ପାକିସ୍ତାନ ମ୍ୟାଚ୍, ବଙ୍ଗୋପସାଗରରେ ଆସୁଛି ଲଘୁଚାପ

ଧୋଇଯିବ କି ଭାରତ-ପାକିସ୍ତାନ ମ୍ୟାଚ୍। ବଙ୍ଗୋପସାଗରରେ ଆସୁଛି ଲଘୁଚାପ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ। ୧୫ ତାରିଖରେ ଲଘୁଚାପ ସମ୍ଭାବନା। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ହୋଇପାରେ ଲଘୁଚାପ।

Low Pressure Threat

ଧୋଇଯିବ କି ଭାରତ-ପାକିସ୍ତାନ ମ୍ୟାଚ୍ Photograph: (OTV)

Advertisment

ଧୋଇଯିବ କି ଭାରତ-ପାକିସ୍ତାନ ମ୍ୟାଚ୍ । ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ହୋଇପାରେ ଲଘୁଚାପ । ୧୫ ତାରିଖରେ ଲଘୁଚାପ ସମ୍ଭାବନା ଥିବା ବିଭିନ୍ନ ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି । 

Advertisment

ଯଦି ଲଘୁଚାପ ହୁଏ ତେବେ ଶ୍ରୀଲଙ୍କାର ଦକ୍ଷିଣ ଭାଗରେ ହୋଇପାରେ ବର୍ଷା । ୧୫ ତାରିଖରେ ରହିଛି ଭାରତ-ପାକିସ୍ତାନ ମ୍ୟାଚ୍ । ବର୍ଷା ହେଲେ ଧୋଇଯାଇପାରେ ମ୍ୟାଚ୍ । ତେବେ ବର୍ଷା ନେଇ କୌଣସି ଆକଳନ କରିନି IMD।

  • ଧୋଇଯିବ କି ଭାରତ-ପାକିସ୍ତାନ ମ୍ୟାଚ୍
  • ବଙ୍ଗୋପସାଗରରେ ଆସୁଛି ଲଘୁଚାପ
  • ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ
  • ୧୫ ତାରିଖରେ ଲଘୁଚାପ ସମ୍ଭାବନା
  • ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ହୋଇପାରେ ଲଘୁଚାପ
  • ଶ୍ରୀଲଙ୍କାର ଦକ୍ଷିଣ ଭାଗରେ ହୋଇପାରେ ବର୍ଷା
  • ୧୫ ତାରିଖରେ ରହିଛି ଭାରତ-ପାକିସ୍ତାନ ମ୍ୟାଚ୍
  • ବର୍ଷା ହେଲେ ଧୋଇଯାଇପାରେ ମ୍ୟାଚ୍
  • ବର୍ଷା ନେଇ ଆକଳନ କରିନି IMD
Advertisment
Cricket News Low Pressure India-Pakistan Match
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ