Advertisment
ଅଧା ଓଡ଼ିଶାରେ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତିକରୁଛି ଗଭୀର ଅବପାତ । ଗୋପାଳପୁର ଠାରୁ ୧୯୦ କିମି, ପୁରୀଠାରୁ ୨୩୦ କିମି ଦୂରତାରେ କେନ୍ଦ୍ରୀଭୂତ ହୋଇଛି । ଶୁଣନ୍ତୁ ଏନେଇ କଣ କହୁଛନ୍ତି ଳୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us