#ଜିତିଲା_ସାଉଥ୍_ଆଫ୍ରିକା #ଭାରତ_ପାଇଁ_ବଢ଼ିଲା_ଆଶା
T-20 ବିଶ୍ୱକପ୍ ସେମିଫାଇନାଲରେ ସାଉଥ୍ ଆଫ୍ରିକା । ୱେଷ୍ଟଇଣ୍ଡିଜ ବିପକ୍ଷରେ ବଡ଼ ବିଜୟ ସହ ସେମିରେ ପ୍ରବେଶ କରିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ସୁପର ଏଇଟ ମୁକାବିଲାକୁ ୯ ୱିକେଟରେ ଜିତିନେଇଛି ଦକ୍ଷିଣ ଆଫ୍ରିକା । ଫଳରେ ଭାରତର ସେମିଫାଇନାଲ୍ ଆଶା ବଢିଛି । ରନ୍ ରେଟ୍ ଦ୍ୱନ୍ଦ୍ୱରୁ ଭାରତକୁ ଏକପ୍ରକାର ମୁକ୍ତି ମିଳିଛି । ପଏଣ୍ଟ ଟେବୁଲରେ ଏବେ ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ସ୍ଥାନରେ ରହିଛି । ଆଜି ବଡ଼ ବ୍ୟବଧାନରେ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିବାକୁ ଉଦ୍ୟମ କରିବ ଭାରତ । ପରବର୍ତ୍ତୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ଜିତିଲେ ଟିମ୍ ଇଣ୍ଡିଆ ସେମିରେ ପ୍ରବେଶ କରିବ । ତେବେ ୱେଷ୍ଟ ଇଣ୍ଡିଜ ବିପକ୍ଷ ମ୍ୟାଚ୍ ଯଦି ବର୍ଷା ଯୋଦୁ ବାଧାପ୍ରାପ୍ତ ହୁଏ ତେବେ ଭାରତ ପାଇଁ ସମସ୍ୟା ହୋଇପାରେ । ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ କରିଥିଲା । ଜବାବରେ ୯ ୱିକେଟରେ ମ୍ୟାଚକୁ ଜିତିନେଇଛି ସାଉଥ ଆଫ୍ରିକା ।
#CricketNews_SouthAfrica#T20WorldCup_India#SuperEight_WestIndies
#SemiFinalRace_T20WC#NetRunRateBattle#PointsTableUpdate
#9WicketWin#CricketSemis#OTV
The South Africa national cricket team have stormed into the semi-finals of the ICC Men's T20 World Cup after a commanding 9-wicket win over the West Indies cricket team in the Super Eight clash. West Indies had posted 176 runs batting first, but South Africa chased down the target comfortably.
This result has significantly boosted the semi-final hopes of the India national cricket team. With the Net Run Rate equation easing, India now have a clearer path to qualification.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us