#କାର୍ତ୍ତିକ_ସ୍ପେଶାଲ #ଅନଲାଇନରେ_ଅବଢା !
ମହାପ୍ରଭୁଙ୍କୁ ଅପମାନ... କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରଘାତ । କାର୍ତ୍ତିକ ମାସରେ ଅନଲାଇନରେ ମିଳିବ ଶ୍ରୀମନ୍ଦିର ଅନ୍ନପ୍ରସାଦ ! ମହାପ୍ରଭୁଙ୍କ ମହାପ୍ରସାଦକୁ ଅନଲାଇନ ଡେଲିଭରି କରିବ ଫୁଡ୍ ଡେଲିଭରି କମ୍ପାନି । ଏଭଳି କିଛି ବିଜ୍ଞାପନ ସାମ୍ନାକୁ ଆସିବା ପରେ ଆକ୍ସନ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଦେଶର ଏକ ବଡ ଅନଲାଇନ ଖାଦ୍ୟ ଡେଲିଭରୀ କଂପାନୀ ଅନଲାଇନରେ ଅନ୍ନପ୍ରସାଦ ମିଳିବା ନେଇ ବିଜ୍ଞାପନ ଦେଇଥିଲା । ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଅନ୍ନପ୍ରସାଦ ବା ଅବଢା ଅନଲାଇନରେ ଯୋଗାଇ ଦେବାକୁ ବିଜ୍ଞାପନ ଦେଇଥିଲା ଏହି ସଂସ୍ଥା । କେବଳ ଅବଢ଼ା ନୁହେଁ ମାଆ ତାରିଣୀଙ୍କ ଅନ୍ନପ୍ରସାଦ, ବାବା ଆଖଣ୍ଡଳମଣିଙ୍କ ଅନ୍ନପ୍ରସାଦ ଓ ପ୍ରସାଦମ୍ ଟେମ୍ପୁଲ୍ ଅନ୍ନପ୍ରସାଦ ମାତ୍ର ୪୯ ଟଙ୍କାରେ ମିଳିବ ବୋଲି ବିଜ୍ଞାପନରେ ଦର୍ଶାଯାଇଥିଲା।
A leading food delivery company triggered massive outrage after advertising the online delivery of Mahaprasad from the Jagannath Temple during the holy month of Kartik. The ad also listed offerings from Maa Tarini, Baba Akhandalamani, and other temples for ₹49.
#jagannathtemple#mahaprasad#purinews#OdishaUpdates
#DevoteeOutrage#ReligiousSentiments#SJTAAction#FaithAndRespect
#KartikMonth#OnlineDeliveryRow#swiggy#SpecialStory#OdishaTV#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)