#ବର୍ଷକରେ_ମିଳିବ_ଗ୍ରାଚୁଇଟି
ଆଉ ୫ ବର୍ଷ କରିବାକୁ ପଡିବନି ଅପେକ୍ଷା । ବର୍ଷକରେ ଗ୍ରାଚୁଇଟି ପାଇବାକୁ ଯୋଗ୍ୟ ହେବେ । ଶ୍ରମ କ୍ଷେତ୍ରରେ ବଡ଼ ସଂସ୍କାର ସମାନ କାମ ପାଇଁ ସମାନ ପାଉଣା । ଚାକିରି ଆରମ୍ଭ କରିବା ସମୟରେ ହିଁ କର୍ମଚାରୀଙ୍କୁ ମିଳିବ ନିଯୁକ୍ତି ପତ୍ର । ଠିକ୍ ସମୟରେ ପାଇବେ ଦରମା । ଦେଶବ୍ୟାପୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ ସର୍ବନିମ୍ନ ବେତନ । ସ୍ଥିର- ଅବଧି କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀଙ୍କ ଭଳି ସମସ୍ତ ପ୍ରକାରର ସମାନ ସୁବିଧା ମିଳିବ । ଲାଗୁ ହୋଇଛି ମଜୁରୀ କୋଡ୍-୨୦୧୯, ଶିଳ୍ପ ସମ୍ପର୍କ କୋଡ୍-୨୦୨୦, ସାମାଜିକ ସୁରକ୍ଷା କୋଡ୍-୨୦୨୦ ଏବଂ ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିସ୍ଥିତି କୋଡ୍-୨୦୨୦ । ଯେଉଁଥିରେ ବ୍ୟାପକ ଭାବେ ଉପକୃତ ହେବେ କର୍ମଚାରୀ ଓ ଶ୍ରମିକ ।
The Indian government has introduced major labour reforms through the Wage Code 2019, Industrial Relations Code 2020, Social Security Code 2020, and Occupational Safety, Health & Working Conditions Code 2020.
#LabourLawsReforms#Gratuity#NewWageCode#WorkersRights#EqualPay#IndiaEmployment#LabourLaws#SocialSecurity#WomenWorkforce#EmployeeBenefits#MSMEWorkers#MigrantWorkers#SpecialStory#OdishaTV#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us