#ପୂଜା_ବୁଲି_ଆସ #ଟଏଲେଟ୍_ନାହିଁ
ପାର୍ବଣ ପାଇଁ ଭୁବନେଶ୍ୱରରେ ଅସମ୍ଭାଳ ଭିଡ଼, ପାଦ ପକାଇବାକୁ ଜାଗା ନାହିଁ। ଓଡିଶାର କୋଣଅନୁକୋଣରୁ, ବାହାରୁ ଭକ୍ତ ମାନେ ପୂଜା ବୁଲିବାକୁ ଆସୁଛନ୍ତି। ହେଲେ ଏ ଭିଡ଼ ଭିତରେ ଆପଣଙ୍କୁ ଟଏଲେଟ ଲାଗିଲେ ଆପଣ ହଟହଟା ହେବେ। ସେମିତି ଏକ ଚିତ୍ର ଆମ କ୍ୟାମେରା ସାମ୍ନାକୁ ଆସିଥିଲା। ସହୀଦନଗର ପୂଜା ମଣ୍ଡପ ଠିକ ସାମ୍ନାରେ ଥିବା ଦେୟ ମୁକ୍ତ ଶୌଚାଳୟ ୨ଦିନ ହେବ ବନ୍ଦ ପଡିଛି, ପାଇପ ଲାଇନ କାମ ପାଇଁ। ଯେଉଁଥିପାଇଁ ପୂଜା ପାଇଁ ବୁଲିବାକୁ ଆସୁଥିବା ଲୋକଙ୍କୁ ଟଏଲେଟ୍ ଲାଗିଲେ ବି ଆସି ଫେରିକି ଯାଉଛନ୍ତି। ତୀବ୍ର ଅସନ୍ତୋଷ କ୍ୟାମେରା ସାମ୍ନାରେ ବ୍ୟକ୍ତ କରିଛନ୍ତି ସାଧାରଣ ଲୋକେ। ରୋଚକ କଥା ହେଲା ଟଏଲେଟ୍ ବାହାରୁ ବନ୍ଦ ଥିବାବେଳେ କିଛି ଲୋକ ମରାମତି କାମ କରୁଥିବା କହି ଭିତରେ ଥିବା ଜଣାପଡିଛି।
#DurgaPuja#Bhubaneswar#ToiletIssue#FestCrowd#OdishaTV#OTV
Heavy festive crowds have taken over Bhubaneswar as devotees from across Odisha and outside visit the city for Durga Puja. With pandals packed and streets overflowing, even finding space to stand has become a challenge. But the bigger problem is for those looking for public toilets.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us