ସ୍ବପ୍ନ ଥିଲା ଭଲ ପାଠ ପଢି ବଡ଼ ହୋଇ ଗରିବ ବାପ ମା’ ଓ ଭଉଣୀମାନଙ୍କ ବୋଝ ମୁଣ୍ଡକୁ ନେବେ ହେଲେ ଭାଗ୍ୟ ହେଲା ନିର୍ମମ । ନିଜ ଗାଁ ,ପରିବାର, ସହପାଠୀ ଓ ନିଜ ଶିକ୍ଷକମାନଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ଦେଖାଇଥିବା ମେଧାବୀ ଛାତ୍ର ସତ୍ୟ ପ୍ରକାଶ ଏବେ କୀଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ । ଚିକିତ୍ସା ପାଇଁ ଦରକାର ବିପୁଳ ଅର୍ଥ । ଗରିବ ବାପ ମା’ଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ପୁଅର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇବା ଲାଗି ସମସ୍ତଙ୍କୁ ସିଏ ନିବେଦନ କରିଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗରୁ ଦେଖନ୍ତୁ ଜଣେ ମେଧାବୀ ଛାତ୍ରଙ୍କ କାହାଣୀ ।
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us