ଗଣ୍ଠି ପ୍ରତ୍ୟାରୋପଣ ପରେ ଯନ୍ତ୍ରଣା କାହିଁକି ହୁଏ? ମେଦବହୁଳତା ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ କିପରି ଆମ ଗଣ୍ଠିକୁ ପ୍ରଭାବିତ କରୁଛି ? ସାଧାରଣତଃ ଆଧୁନିକ ଇମ୍ପ୍ଲାଣ୍ଟ 15 ରୁ 20 ବର୍ଷ ପର୍ଯ୍ୟନ୍ତ ଭଲ ଚାଲେ। ଯଦି ରୋଗୀ ଯୁବାବସ୍ଥାରେ ଅପରେଶନ କରାନ୍ତି, ତେବେ ଭବିଷ୍ୟତରେ Revision Surgery ଆବଶ୍ୟକ ହୋଇପାରେ କି ନାହିଁ। ଯଦି ଠିକ୍ ଜୀବନଶୈଳୀ, ସଠିକ୍ ବ୍ୟାୟାମ ଓ ଡାକ୍ତରଙ୍କ ପରାମର୍ଶ ଅନୁସରଣ କରାଯାଏ, ତେବେ ଥରେ ଅପରେଶନ କଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁଫଳ ଦେଇପାରେ କି ? ଏହି ସମସ୍ତ ବିଷୟରେ ସ୍ପଷ୍ଟ ଭାବେ ଆଲୋଚନା କରିଛନ୍ତି ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜନ୍ ଡାକ୍ତର ଦେବବ୍ରତ ପାଢ଼ୀ ।
#otv#otvnews#odishatv#doctordoctor
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us