ଶୀତ କାହା ପାଇଁ କେମିତି?  ଗରୀବ କୁହେ ଏ ଶୀତ ତୁ ଆଉ ଫେରେନା, ଧନୀ କୁହେ ରେ ଶୀତ ତୁ ଆଉ ଯାଆନା...ଏ ଋତୁ କାହା ପାଇଁ ମିତ୍ର ତ ଆଉ କାହା ପାଇଁ ଶତ୍ରୁ...ଦେଖନ୍ତୁ ଶୀତକୁ ନେଇ ଆମର ବିଶେଷ ରିପୋର୍ଟ