ଆସିବ ନା ନାହିଁ, ଯଦି ଆସିବ କେବେ ଆସିବ, ଆସିଲେ କୁଆଡ଼େ ଯିବ, କେଉଁଠି ମାଡ଼ ହେବ, କେତେ ଜୋରରେ ମାଡ଼ ହେବ ? ସମ୍ଭାବ୍ୟ ବାତ୍ୟାକୁ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ବିଭିନ୍ନ ପାଣିପାଗ ପୂର୍ବାନୁମାନ ମଡେଲ୍ ।