Heavy Rainfall
Advertisment
ଅକାଳ ଚଡ଼କରେ ଆଜି ଥରି ଉଠିଲା ରାଜ୍ୟ ରାଜଧାନୀ ଭୁବନେଶ୍ୱର ଓ କଟକ । ଅପରାହ୍ନ ୨ଟା ବେଳକୁ ପାତାଳଭେଦି ବଜ୍ରପାତରେ ଦୋହଲିଗଲା ଦୈତନଗରୀର ଜନଜୀବନ ।