Cyclone
Advertisment
ଓଡ଼ିଶାକୁ ପୁଣି ବାତ୍ୟା ଭୟ ! ଆସୁଛି କି ଆଉ ଏକ ବାତ୍ୟା ? ୨୪ରୁ ୨୬ ତାରିଖ ମଧ୍ୟରେ ଛୁଇଁବ ସ୍ଥଳଭାଗ ! ଓଡ଼ିଆକୁ ସବୁବେଳେ ବାତ୍ୟା ଭୟ ରହିଥାଏ । ପୁଣି ୨୦୨୫ରେ ବାତ୍ୟା ହେବାକୁ ନେଇ ସମ୍ଭାବନା ସୃଷ୍ଟି ହେଲାଣି । ଆସନ୍ତା ମେ’ ୨୩ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us