Advertisment

ବାତ୍ୟା ମାଡ଼ରେ କେତେ ଘାଇଲା ହୋଇଛି ତିନି ଜିଲ୍ଲା ?

ଧାନ ଫସଲକୁ ବି ବଡ଼ କ୍ଷତି ପହଞ୍ଚାଇଛି ସାମୁଦ୍ରିକ ଝଡ଼ । କିଛି ଗାଁ ବର୍ଷାରେ ଜଳବନ୍ଦୀ ବି ହୋଇଛି ।

Advertisment

ଦାଉ ସାଧିଲା ଦାନା । ବାତ୍ୟା ମାଡ଼ରେ କେତେ ଘାଇଲା ହୋଇଛି ତିନି ଜିଲ୍ଲା କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି ଓଟିଭି । ସବୁଆଡ଼େ ଅଣଚାଶ ପବନ ମାଡ଼ରେ ଶୋଇଯାଇଛି ବହୁ ପୁରୁଣା ଓ ବଡ଼ ଗଛ ସହ ବିଦ୍ୟୁତ୍ ଖୁଣ୍ଟ । କେଉଁଠି ଲୋକଙ୍କ ଘର ଉପରେ ପଡିଛି ତ ପୁଣି କେଉଁଠି ରାସ୍ତା ଉପରେ । ଧାନ ଫସଲକୁ ବି ବଡ଼ କ୍ଷତି ପହଞ୍ଚାଇଛି ସାମୁଦ୍ରିକ ଝଡ଼ । କିଛି ଗାଁ ବର୍ଷାରେ ଜଳବନ୍ଦୀ ବି ହୋଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ