Sanju-Samson-Will-Leave-RR
Advertisment
IPL ଆଗାମୀ ସିଜିନ୍ ଆରମ୍ଭ ହେବାକୁ ଏବେ ଅନେକ ଦିନ ବାକି ରହିଛି । କିନ୍ତୁ ପରବର୍ତ୍ତୀ ସିଜିନ୍ ପାଇଁ ଏବେଠୁ ଆରମ୍ଭ ହୋଇସାରିଛି ଚର୍ଚ୍ଚା । ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ରାଜସ୍ଥାନ ରୟାଲ୍ସ । କାହିଁକି ନା ଆଗାମୀ ସିଜିନ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଛାଡ଼ିପାରନ୍ତି ସଞ୍ଜୁ ସାମସନ୍ । ଆଉ ଏଥିପାଇଁ ସେ ୨୦୨୫ ଆଇପିଏଲ୍ ପରେ ପରେ ରାଜସ୍ଥାନ ମ୍ୟାନେଜମେଣ୍ଟକୁ ଆବେଦନ କରିଥିବା ଜଣାପଡ଼ିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us