By: Tapaswini Nayak
Last updated: 04 June 2025, 01:33 PM IST
ବିରାଟଙ୍କ ଆଖିରୁ ଝରୁଥିଲା ଲୁହ । ହସି ହସି ନାଚୁଥିଲେ ଅନୁସ୍କା । RCB ବିଜୟରେ ହଠାତ୍ ଦେଖିବାକୁ ମିଳିଥିଲା ଏମିତି କିଛି । ଇମୋସନାଲ୍ ହୋଇ ପଡ଼ିଆ ମଝିରେ ଭାବୁକ ହୋଇ ପଡ଼ିଥିଲେ କିଙ୍ଗ କୋହଲି । ତାଙ୍କ ଆଖିରୁ ଝରି ଆସିଥିଲା ଖୁସିର ଲୁହ । ଆଖି ଛଳଛଳ ହୋଇଯାଇଥିଲା । ନିଜ ଇମୋସୋନକୁ ଆଉ ରୋକି ପାରି ନଥିଲେ ।