Advertisment

ଟିମ୍‌ ଇଣ୍ଡିଆକୁ ଅଣଦେଖା: ମଧ୍ୟାହ୍ନ ଭୋଜନରେ ଖାଇବାକୁ ଦେଲେ ଥଣ୍ଡା ସ୍ୟାଣ୍ଡ୍‌ୱିଚ୍‌ ଓ ଫଳ

ଟି-୨୦ ବିଶ୍ୱକପ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିବା ଟିମ୍ ଇଣ୍ଡିଆକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଆସନ୍ତାକାଲି(ଅକ୍ଟୋବର ୨୭) ନେଦରଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ। ହେଲେ ତା’ପୂର୍ବରୁ ନେଟ୍ ପ୍ରାକ୍ଟିସ୍‌ ପାଇଁ ଟିମ୍ ଇଣ୍ଡି‌ଆ ମନା କରିଦେଇଛି। ପ୍ରାକ୍ଟିସ୍‌ ପାଇଁ ଭାରତୀୟ କ୍ରିକେଟ ଟିମ୍‌କୁ ସିଡ୍‌ନୀର ଉପନଗର ବ୍ଲାକ୍‌ଟାଉନ୍‌ ସ୍ଥିତ ଗ୍ରାଉଣ୍ଡ୍‌ ଦିଆଯାଇଥିଲା। BCCI ସୂତ୍ର ଅନୁସାରେ, ହୋଟେଲ୍‌ ଠାରୁ ପ୍ରାକ୍ଟିସ୍‌ ଗ୍ରାଉଣ୍ଡ୍‌ ୪୨ କି.ମି. ଦୂର।

Team India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ