Advertisment

ଟିମ୍‌ ଇଣ୍ଡିଆର ଦୁଇ ଖେଳାଳିଙ୍କୁ ନେଇ ଛାନିଆ ନ୍ୟୁଜିଲାଣ୍ଡ

ମ୍ୟାଚକୁ ଆଉ ମାତ୍ର କିଛି ଘଣ୍ଟା ଥିବାବେଳେ ନ୍ୟୁଜିଲାଣ୍ଡକୁ ଘାରିଛି ପରାଜୟ ଭୟ ? ଖୋଦ୍ ନ୍ୟୁଜିଲାଣ୍ଡ କ୍ୟାପଟେନ୍ ମିଚେଲ ସାଣ୍ଟନର କହିଛନ୍ତି କେଉଁ ଭାରତୀୟ ଖେଳାଳିଙ୍କ ପାଇଁ ଅଧିକ ଚିନ୍ତାରେ ରହିଛି ଦଳ ।

Advertisment

ଟିମ୍‌ ଇଣ୍ଡିଆର ଦୁଇ ଖେଳାଳିଙ୍କୁ ନେଇ ଛାନିଆ ନ୍ୟୁଜିଲାଣ୍ଡ । ଫାଇନାଲ ଫାଇଟ ପୂର୍ବରୁ ଚିନ୍ତାରେ କିୱି କ୍ୟାମ୍ପ୍ । ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଦୁଇ କ୍ରିକେଟ ସୁପର ପାୱାର ଭାରତ-ନ୍ୟୁଜିଲାଣ୍ଡ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ନିର୍ଣ୍ଣାୟକ ଲଢ଼େଇ । ମ୍ୟାଚକୁ ଆଉ ମାତ୍ର କିଛି ଘଣ୍ଟା ଥିବାବେଳେ ନ୍ୟୁଜିଲାଣ୍ଡକୁ ଘାରିଛି ପରାଜୟ ଭୟ ? ଖୋଦ୍ ନ୍ୟୁଜିଲାଣ୍ଡ କ୍ୟାପଟେନ୍ ମିଚେଲ ସାଣ୍ଟନର କହିଛନ୍ତି କେଉଁ ଭାରତୀୟ ଖେଳାଳିଙ୍କ ପାଇଁ ଅଧିକ ଚିନ୍ତାରେ ରହିଛି ଦଳ ।

Advertisment
Virat Kohli Rohit Sharma Ind Vs NZ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ