Photo
Advertisment
ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ଫେସବୁକରେ ଶ୍ରୀମନ୍ଦିର ଭିତର ଫଟୋ। ଗତକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ। ଏହି ସମୟରେ ଭିତର ବେଢାରେ ଫୋଟୋ ଉତ୍ତୋଳନ କରି ଏହାକୁ ନିଜ ସୋସିଆଲ୍ ମିଡିଆ ଫେସବୁକରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏହି ଫଟୋଟି ଶ୍ରୀମନ୍ଦିର ଭିତର ବେଢାରେ ଥିବା ପାର୍ଶ୍ବ ଦେବଦେବୀଙ୍କ ମନ୍ଦିର ନିକଟର ବୋଲି ଜଣାପଡୁଛି। ତେବେ ବିଭିନ୍ନ ମହଲରେ ଅସନ୍ତୋଷ ପରେ ଏହି ଫଟୋଟିକୁ ଡିଲିଟ୍ କରିଦିଆଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us