padmapur bypoll
Advertisment
ଏଥର କାହାର ହେବ ପଦ୍ମପୁର? ଉପନିର୍ବାଚନରେ କିଏ ଜିତିବ ବାଜି, କାହାର ହେବ ହାର? ରାତି ପାହିଲେ ପଦ୍ମପୁରର ନୂଆ ବିଧାୟକ ବାଛିବାକୁ ଭୋଟ୍ ଦେବେ ଜନତା। ତେଣୁ ତୟାର ପ୍ରଶାସନ, ପ୍ରସ୍ତୁତ ବୁଥ୍, ଉତ୍ସାହିତ ଭୋଟର ମାଓ ପ୍ରଭାବିତ ଅଞ୍ଚଳରେ ଥିବା କିଛି ବୁଥ୍କୁ ଛାଡ଼ି ବାକି ପ୍ରାୟ ସବୁ ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ପୋଲିଂ ପାର୍ଟି ଇଭିଏମ୍ ଓ ଭିଭିପ୍ୟାଟ୍ର ଚେକିଂ ସାଙ୍ଗକୁ ଆନୁସାଙ୍ଗିକ କାଗଜପତ୍ରର ଯାଞ୍ଚ କରାଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us