Advertisment

CM କାହିଁକି ଅସମର୍ଥ ପଚାରିଲେ ଅପରାଜିତା, ପାଣ୍ଡିଆନ୍‌ଙ୍କୁ ପାୱାର ଅଫ୍ ଆଟର୍ଣ୍ଣି ଦିଅନ୍ତୁ କହିଲେ ମୋହନ

ଫାଇଭ ଟି ସଚିବଙ୍କ ଉପରେ ବିଜେପି ତୁହାକୁ ତୁହା ଆଟାକ୍ ପରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଘନେଇଲା ବିବାଦ। ବିରୋଧୀଙ୍କ ହାତରେ ସମାଲୋଚନାକୁ ତୀବ୍ର କରିବାର ବଡ଼ ଅସ୍ତ୍ର । ସାଂସଦ ଅପରାଜିତା ବି ମୌକାକୁ ହାତ ଛଡ଼ା ନକରି ଟୁଇଟ୍ କରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଲେଖିଛନ୍ତି ଏହା ଚିନ୍ତାଜନକ ଓ ଗମ୍ଭୀର ବିଷୟ । ମୁଖ୍ୟମନ୍ତ୍ରୀ କାହିଁକି ଅସମର୍ଥ ଓ କଣ ହୋଇଛି ବୋଲି ପ୍ରଶ୍ନ କରିବା ସହ ଓଡିଶାର ଜନସାଧାରଣ ଓ ମତଦାତା ଏହାର କାରଣ ଜାଣିବାକୁ ଚାହାନ୍ତି ବୋଲି କହିଛନ୍ତି ।

BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ