Naveen Patnaik
Advertisment
ନବୀନଙ୍କୁ ପୁଣି ଟାର୍ଗେଟ୍ କଲେ ପ୍ରଦୀପ। କହିଲେ, ଦଳ ପାଇଁ ଯିଏ କାମ କରେ ତାଙ୍କୁ ଗୁରୁତ୍ୱ ଦିଅନ୍ତି ନାହିଁ ନବୀନ ବାବୁ। ଏପର୍ଯ୍ୟନ୍ତ ଏୟାରପୋର୍ଟ ହେଲାନି କି ରେଲୱେର ବିକାଶ ବି ହେଲାନି। ହେଲେ ଚ୍ୟାଉ ପଟ୍ଟନାୟକଙ୍କୁ ଭୂରି ଭୂରି କଲେ ପ୍ରଶଂସା। ସେପଟେ ଚ୍ୟାଉ କହିଲେ ପାୱାର ପାଇବା ପରେ ପାପ କରିଛନ୍ତି ପ୍ରଦୀପ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us