Advertisment

ଗାଁ ଗାଁରୁ ଆସି ରାଜଧାନୀରେ ଗର୍ଜିଲେ

ସରକାର ନିର୍ବାଚନଠୁ ଆରମ୍ଭ କରି ସବୁ କାମରେ ଆମକୁ ଲଗାଉଛନ୍ତି, ହେଲେ ପରିଶ୍ରମର ଫଳ ଦେବା ବେଳେ ମୁହଁ ମୋଡି ଦେଉଛନ୍ତି ।

Advertisment

ଗାଁ ଗାଁରୁ ଆସି ରାଜଧାନୀରେ ଗର୍ଜିଲେ । କହିଲେ ସରକାର ସବୁ କାମ କରାଉଛନ୍ତି, ହେଲେ ଆମ କଥା ବୁଝୁନାହାଁନ୍ତି । ୧୦ ଦଫା ଦାବି ନେଇ ଭୁବନେଶ୍ୱରର ମହାତ୍ମାଗାନ୍ଧି ମାର୍ଗରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଲେବଲ ଫେଡରେସନ ମିଶନ ଶକ୍ତି କର୍ମୀ ସାମୁଖ୍ୟର ବିଶାଳ ସମାବେଶ । ଆଉ ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ରାଗ ଝାଡ଼ିଛନ୍ତି କର୍ମୀ । ସଫା ସଫା ଅଭିଯୋଗ କରିଛନ୍ତି, ସରକାର ନିର୍ବାଚନଠୁ ଆରମ୍ଭ କରି ସବୁ କାମରେ ଆମକୁ ଲଗାଉଛନ୍ତି, ହେଲେ ପରିଶ୍ରମର ଫଳ ଦେବା ବେଳେ ମୁହଁ ମୋଡି ଦେଉଛନ୍ତି ।

Advertisment
BJD BJP SHG Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ