Advertisment

ରାଜ୍ୟରେ କେତେ ସ୍ୱଚ୍ଛ ହୋଇପାରିବ ନିର୍ବାଚନୀ ପ୍ରକ୍ରିୟା ?

କିଛି ଅଫିସର ଶାସକ ଦଳର କର୍ମୀ ସାଜି ବିରୋଧୀ ଦଳର ନେତାମାନଙ୍କୁ ଧମକ ଚମକ ଦେଉଥିବା ବିଜେପି ଏବଂ କଂଗ୍ରେସ ଅଭିଯୋଗ କରିଛି। ତେବେ ବିଜେଡି ଅଭିଯୋଗକୁ ଖଣ୍ଡନ କରିଛି।

Advertisment

ରାଜ୍ୟରେ କେତେ ସ୍ୱଚ୍ଛ ହୋଇପାରିବ ନିର୍ବାଚନୀ ପ୍ରକ୍ରିୟା ? କେତେ ନିରପେକ୍ଷତା ରକ୍ଷା କରିପାରିବେ ସରକାରୀ ବାବୁ ? କାରଣ ଏବେଠୁ ସରକାରୀ ଅଧିକାରୀଙ୍କ ବିରୋଧରେ ଆସିଲାଣି ସଂଗୀନ ଅଭିଯୋଗ । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତଥା ଜଣେ ତତ୍କାଳୀନ ଆଇଜି ଭୟର ବାତାବରଣ ରଖିଥିବା ଅଭିଯୋଗ ଉଠିଛି । ଏପରିକି କିଛି ଅଫିସର ଶାସକ ଦଳର କର୍ମୀ ସାଜି ବିରୋଧୀ ଦଳର ନେତାମାନଙ୍କୁ ଧମକ ଚମକ ଦେଉଥିବା ବିଜେପି ଏବଂ କଂଗ୍ରେସ ଅଭିଯୋଗ କରିଛି। ତେବେ ବିଜେଡି ଅଭିଯୋଗକୁ ଖଣ୍ଡନ କରିଛି।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ