ଅଦ୍ୟତନ ହୋଇଛି
Rebellion erupts in BJD student wing over election of new Student President
Advertisment
ଯୁବ ଛାତ୍ର ସଭାପତି ଘୋଷଣା ପରେ ବିଜେଡ଼ିରେ ବିଦ୍ରୋହ । ଭୁବନେଶ୍ୱରରେ ମେଳି କଲେ ଅନେକ ଛାତ୍ର ନେତା। ଛାତ୍ର ସଭାନେତ୍ରୀଙ୍କ ବିରୁଦ୍ଧରେ ମେଳି ବାନ୍ଧିଛନ୍ତି ଦଳର ଏକାଧିକ ନେତା । ଛାତ୍ର ସଭାପତି ଚୟନରେ ଏକପାଖିଆ ନିଷ୍ପତ୍ତି ହୋଇଥିବା ଅଭିଯୋଗ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us