Advertisment

ନନାଙ୍କ ପିଣ୍ଡାରେ ପଡ଼ିଛି କଦଳୀ ପତ୍ର, ରୋଷେଇ ହୋଇଛି ଭଳିକିଭଳି ବ୍ୟଞ୍ଜନ

ପ୍ରତାପ ନନା କରିଛନ୍ତି ଆୟୋଜନ। ଆଜି ନନାଙ୍କ ଘରେ ପ୍ରବଳ ଭିଡ଼। ନନାଙ୍କ ଘରେ ଛ' ତିଅଣ, ନ' ଭଜା। ଜଙ୍ଗଲରୁ କିଛି ଦେଶୀ ଜିନିଷ ଆଜି ରନ୍ଧା ହୋଇଛି। ନନା ନିଜେ ମନ୍ତ୍ରୀ ଥିଲେ। ବାଲେଶ୍ୱରର ସାଂସଦ ମଧ୍ୟ ସେ। ହେଲେ ତାଙ୍କ ଚାଳ ଛପର ଘର ଛାତ ହୋଇ ପାରିନାହିଁ ସିନା ରାନ୍ଧଣା ଟା ଜମେଇକି ହେଇଛି

BJP Leader Pratap Sarangi’s House Railway Minister Ashwini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ