Rahul Gandhi
Advertisment
ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ସଭ୍ୟ ପଦ୍ଦ ରଦ୍ଦ । ୪ବର୍ଷ ତଳର ‘ମୋଦି ସରନେମ୍’ ମାନହାନୀ ମୋକଦ୍ଦମା ମାମଲାରେ ସୁରତ କୋର୍ଟଙ୍କ ୨ ବର୍ଷ ଦଣ୍ଡାଦେଶରେ ଆଜି ଲୋକସଭା ସଚିବାଳୟ ପ୍ରକାଶ କରିଛି ସଭ୍ୟ ପଦ ରଦ୍ଦ ବିଜ୍ଞପ୍ତି । ପ୍ରତିକ୍ରିୟାରେ ରାହୁଲ
କହିଛନ୍ତି, ଭାରତର ସ୍ୱର ପାଇଁ ଲଢ଼େଇ କରୁଛି, ସବୁ ମୂଲ୍ୟ ଦେବାକୁ ପ୍ରସ୍ତୁତ । ତେଣେ ବିଜେପିକୁ କଂଗ୍ରେସର ନିଶାନାର ଜବାବ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କଂଗ୍ରେସ ଚାହେଁ ନିଜ ପାଇଁ ଅଲଗା ଆଇନ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us