bjd
Advertisment
ମୁଖ୍ୟମନ୍ତ୍ରୀ ବେଳେ ଥିଲା ଯାହା । ବିରୋଧୀ ଦଳ ନେତା ଭାବେ ବି ତାହା । ଘର ବୁଡ଼ି ପାଣି ଆଣ୍ଠୁ ହେଲାଣି ତଥାପି ନବୀନ ଖୋଲୁ ନାହାନ୍ତି ତୁଣ୍ଡ । ବିଧାନସଭାରେ ହଙ୍ଗାମା ହେଲା । ଶାସକ ବିରୋଧୀ ବାଡ଼ିଆପିଟା ହେଲେ । ଆଉ ଏବେ ନିଜ ଦଳ ଭିତରେ ଚାଲିଛି ଟଣାଓଟରା । ୱାକଫ୍ ବିଲକୁ ସମର୍ଥନ ଓ ବିରୋଧକୁ ନେଇ ଲଢ଼ାଲଢ଼ି ହେଉଛନ୍ତି ବରିଷ୍ଠ ନେତା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us