CM Naveen Patnaik, CM Mamata Banerjee
Advertisment
ମମତା-ନବୀନ ଭେଟଘାଟକୁ ନେଇ ଥମୁନି ଚର୍ଚ୍ଚା । ସଂଘୀୟ ବ୍ୟବସ୍ଥା ଓ ଗଣତାନ୍ତ୍ରକ ଅଧିକାର ସୁରକ୍ଷା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଦୁଇ ନେତା ସ୍ପଷ୍ଟ କରିଥିଲା ବେଳେ ତୃତୀୟ ସାମ୍ମୁଖ୍ୟ ନେଇ ଆଲୋଚନା ହୋଇଛି ନା ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଜାତୀୟ ରାଜନୀତି ନେଇ ମମତା ଦେଇଥିବା ପ୍ରସ୍ତାବରେ ନବୀନ ସଂପୂର୍ଣ୍ଣ ଭାବେ ରାଜି ହୋଇନଥିବା କୁହାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us