Politics
Advertisment
ସଭା ମଂଚରେ ନବୀନଙ୍କ ଭୁରି ଭୁରି ପ୍ରଶଂସାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା । ଗୋଟିଏ ପଟେ ମୋଦିଙ୍କୁ ଖୋଲାଖୋଲି ନବୀନ ପ୍ରଶଂସା କରୁଛନ୍ତି ତ ଅନ୍ୟପଟେ ରାଜ୍ୟ ବିଜେପି ସହ ଲଢେଇ କରୁଛି ବିଜେଡି । ଏଭଳି ସ୍ଥିତିରେ ବିଜେଡି ସୁପ୍ରିମୋଙ୍କ ଏହି ଆଭିମୁଖ୍ୟ, ରାଜ୍ୟ ବିଜେପିକୁ ପୁଣିଥରେ ହରଡ଼ ଘଣାରେ ପକାଇଛି । ତାସହ ଆଗ୍ରେସିଭ୍ ମୁଡ୍ରେ ଥିବା ବିଜେପିକୁ ଚେକ୍ ଦେବା ପାଇଁ ନବୀନଙ୍କ ଏହା ସୁଚିନ୍ତିତ ଷ୍ଟ୍ରାଟେଜି ହୋଇଥାଇ ପାରେ ବୋଲି ମଧ୍ୟ କୁହାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us