ରାଗିଛନ୍ତି ସୁର
Advertisment
ଘର ଭାଙ୍ଗିଦେଲା ରାଜନୀତି ! କଂଗ୍ରେସ ବିଜେଡି କଲେ ବାପ-ପୁଅଙ୍କ ଭିତରେ ଫାଟ । ପରିବାର ଖୁସିରେ ସାମିଲ ହେଲେନି ସୁର ! ଅଳ୍ପ ସମୟ ରହିଲେ, ନିଜକୁ ଅଲଗା ରଖିଲେ । ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କ ଦ୍ବିତୀୟ ବିବାହକୁ ନେଇ ଏବେ ଏମିତି ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାକୁ ବେଶ୍ ଖୋରକ୍ ଯୋଗାଇଛି ସୁରଙ୍କ ଏହି ଦୁଇପଦ କଥା । ଶୁଣନ୍ତୁ, ନିଜେ ସୁର କେମିତି କହୁଛନ୍ତି, ମୁଁ ଯାଇଥିଲି ଆଶୀର୍ବାଦ ଦେଇକି ଆସିଛି । ଆଉ କ’ଣ ଆଶୀର୍ବାଦ ନେବେ । ତାଙ୍କ ଜୀବନ ଭଲରେ କଟୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us