ଝାରସୁଗୁଡ଼ା ଲଢ଼େଇରେ ପାର୍ଟି ନୁହେଁ ମାଟି ଚର୍ଚ୍ଚା । ବାହାର ଜିଲ୍ଲାର ବିଜେପି ଓ ବିଜେଡି ପ୍ରାର୍ଥୀ, କହିଲା କଂଗ୍ରେସ । ବିଜେପିର ମୁଖ୍ୟ ମୁଦ୍ଦା ନବ ହତ୍ୟା ଓ ଆଇନଶୃଙ୍ଖଳା । ଝାରସୁଗୁଡ଼ାରେ ବିକାଶ କାର୍ଡ ଖେଳୁଛି ଶାସକ ଦଳ ।