Advertisment

୨୪ ନିର୍ବାଚନ ପାଇଁ ସବୁ ଦଳ ଆରମ୍ଭ କରିଛନ୍ତି ଷ୍ଟ୍ରାଟେଜି

ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ନିଜର ଅଭିଯାନ ଆରମ୍ଭ କରିଛି କଂଗ୍ରେସ୍ ।

Advertisment

କିଛିଦିନ ଧରି ଏକ ପ୍ରକାର ସ୍ଥାଣୁ ଥିବା ରାଜ୍ୟ ରାଜନୀତି ଅଚାନକ୍ ଚଳଚଂଚଳ ହୋଇପଡ଼ିଛି । ୨୪ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ଷ୍ଟ୍ରାଟେଜି ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ରାଜଧାନୀରେ ବିଜେଡିର ପାଓ୍ୱାର୍ ସୋ ପରେ ଏବେ ନବୀନଙ୍କ ୨୫ ବର୍ଷର ସେବା ଓ ବିକାଶର ବାର୍ତ୍ତା ଗାଁ ଗାଁରେ ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ କରିଛି ବିଜେଡି । ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସଭାପତିମାନଙ୍କ ବୈଠକରେ ଏନେଇ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ୍ । ସେପଟେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲଙ୍କ ସମୀକ୍ଷା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନକ୍ସାକୁ ଅପେକ୍ଷା କରିଛି ଦଳ ।

Advertisment
BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ