Advertisment

ବଦଳୁଛି କି ବ୍ରହ୍ମପୁର ରାଜନୈତିକ ସମୀକରଣ ?

ବଦଳୁଛି କି ବ୍ରହ୍ମପୁର ରାଜନୈତିକ ସମୀକରଣ । ବିଜେପି ମୁହାଁ ହେଉଛନ୍ତି କି ବିଜେଡିର ପୁରୁଖା ନେତା। ବିଜେପି ଶିବିରରେ ବରିଷ୍ଠ ବିଜେଡି ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ନେଇ ଗଞ୍ଜାମ ରାଜନୀତିରେ କମ୍ପନ। ଏହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ