PM Modi to reshuffle Union Cabinet
Advertisment
ଖୁବ୍ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ୨୪ ନିର୍ବାଚନ ପୂର୍ବରୁ ପିଏମ ମୋଦିଙ୍କ ବଡ଼ ପ୍ରସ୍ତୁତି । ମନ୍ତ୍ରିମଣ୍ଡଳରୁ ବାଦ ପଡି ସଂଗଠନକୁ ଫେରିପାରନ୍ତି କିଛି ହେଭିୱେଟ୍ । ସାମିଲ ହୋଇପାରନ୍ତି କିଛି ନୂଆ ଚେହେରା । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁଯାୟୀ କିଏ ପଡିବେ ବାଦ୍ କିଏ ସାମିଲ ହେବେ, ସେ ନେଇ ପ୍ରସ୍ତୁତ ହେଉଛି ତାଲିକା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us