Advertisment

SpecialStory: ପ୍ରଶଂସା କରିଥିଲେ ପାଣ୍ଡିଆନ୍‌

ପାଣ୍ଡିଆନ୍‌ କରୁଥିଲେ ପ୍ରଶଂସା । ନବୀନ କରୁଛନ୍ତି ଚରିତ୍ର ଚିତ୍ରଣ । ପାଣ୍ଡିଆନ୍‌ କହୁଥିଲେ ପ୍ରଭାତଙ୍କୁ କେବେ ଭୁଲିପାରିବିନି । ନବୀନ କହୁଛନ୍ତି । ପ୍ରଭାତ ଗିରଫ ହୋଇଛନ୍ତି, ଚିଟଫଣ୍ଡ କେସ୍‌ ରେ ଜେଲ୍‌ ଯାଇଛନ୍ତି । ସୋସିଆଲ ମିଡିଆରେ ପ୍ରଭାତଙ୍କୁ ନେଇ ବିଜେଡି ସଭାପତିଙ୍କ ଏବେର ଏହି ବାଇଟ୍‌ ଓ ସେତେବେଳର ପାଣ୍ଡିଆନ୍‌ଙ୍କ ପଚାର ସମୟର ଏ ଭିଡିଓ ଖୁବ୍‌ ଭାଇରାଲ ହେଉଛି ।

BJD VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ