Advertisment

ଚାଷୀ ଆତ୍ମହତ୍ୟା ମାନିବାକୁ ନାରାଜ ରାଜ୍ୟ ସରକାର

ରାଜ୍ୟରେ ଚାଷୀ ଆତ୍ମହତ୍ୟାର ମାଳ ମାଳ ଘଟଣା ସାମ୍ନାକୁ ଆସୁଛି। ହେଲେ ସବୁକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି ରାଜ୍ୟ ସରକାର। ଏମିତିକି ୨୦୧୬ ପରଠୁ ରାଜ୍ୟରେ ଜଣେ ବି ଚାଷୀ ଆତ୍ମହତ୍ୟା କରିନଥିବା ଏନସିଆରବି ତଥ୍ୟରୁ ରାଜ୍ୟ ସରକାର।

Advertisment

ରାଜ୍ୟରେ ଚାଷୀ ଆତ୍ମହତ୍ୟାର ମାଳ ମାଳ ଘଟଣା ସାମ୍ନାକୁ ଆସୁଛି। ହେଲେ ସବୁକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି ରାଜ୍ୟ ସରକାର। ଏମିତିକି ୨୦୧୬ ପରଠୁ ରାଜ୍ୟରେ ଜଣେ ବି ଚାଷୀ ଆତ୍ମହତ୍ୟା କରିନଥିବା ଏନସିଆରବି ତଥ୍ୟରୁ ରାଜ୍ୟ ସରକାର। ତଥ୍ୟ ଲୁଚାଉଥିବା ସନ୍ଦେହ ସ୍ପଷ୍ଟ ହୋଇଛି। ବଡ଼ କଥା ହେଲା ୨୦୨୧ରେ ଦେଶରେ ୫ ହଜାର ୫୬୩ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଓଡ଼ିଶାରେ କିନ୍ତୁ ଜଣେ ବି ନାହାନ୍ତି। ଏଣେ ରାଜ୍ୟ ସରକାରଙ୍କ ଡାହା ମିଛ ତଥ୍ୟକୁ ନେଇ ଘେରିଛନ୍ତି ବିରୋଧୀ।

Advertisment
Farmers’ Death In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ