Before general elections efforts in state budget to attract all categories
ସାଧାରଣ ନିର୍ବାଚନ ପୂର୍ବରୁ ଆସିଲା ଓଡ଼ିଶାର ସବୁଠୁ ବଡ଼ ବଜେଟ୍। ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍ରେ ଫୋକସ୍ରେ ମହିଳା, ଯୁବ, ଛାତ୍ର, ଆଦିବାସୀ ଓ ଚାଷୀ ଅନ୍ୟ ସବୁ ବର୍ଗକୁ ବି ଖୁସ୍ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି।
ଶିକ୍ଷା ହେଉ କି ସ୍ୱାସ୍ଥ୍ୟ, ଗ୍ରାମୀଣ ବିକାଶ ହେଉ କି ମିଶନ୍ ଶକ୍ତି, ଏଥର ବଜେଟ୍ରେ ଭିତ୍ତିଭୂମିର ବିକାଶ ଉପରେ ଦିଆଯାଇଛି ଗୁରୁତ୍ୱ। ସେପଟେ ଆଗକୁ ନିର୍ବାଚନ ଥିବାରୁ ବଜେଟ୍ରେ ଦିଆଯାଇଥିବା ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛି ବିଜେଡି। ପ୍ରତ୍ୟେକ ବ୍ଲକ୍ରେ ବୁଦ୍ଧିଜୀବୀ, କର୍ମୀ ସମ୍ମିଳନୀ କରି ବଜେଟ୍ ସଂପର୍କରେ ଲୋକଙ୍କୁ ବୁଝାଇବାକୁ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us