Advertisment

SHGଙ୍କୁ ସ୍କୁଟର, ବୋଝ ଉପରେ ଲଳିତା ବିଡ଼ା!

SHGଙ୍କୁ ସ୍କୁଟର ଦେଇ ତାଙ୍କ ମୁଣ୍ଡରେ ବୋଝ ଉପରେ ଲଳିତା ବିଡ଼ା ନଦି ଦେଲେ କି ସରକାର? କାହିଁକି ନା ସେମାନଙ୍କୁ ପ୍ରଥମେ ଇଲେକ୍ଟ୍ରି ସ୍କୁଟର ଦେବେ ବୋଲି ବଜେଟରେ ବ୍ୟୟ ବରାଦ କଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବଦଳିଗଲା ବଜେଟ ନିଷ୍ପତ୍ତି । ଇଭି ବଦଳରେ ଧରେଇଦେଲେ ପେଟ୍ରୋଲ ସ୍କୁଟର । ଏବେ କିସ୍ତିକୁ କିସ୍ତି ପୁଣି ପେଟ୍ରୋଲ ଖର୍ଚ୍ଚ । ଯାହାକୁ ନେଇ ଅସନ୍ତୋଷ ବି ତେଜିଲାଣି ।

SHG Groups Odisha Politics Electric Scooter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ