Advertisment

କାହିଁକି ହେଭିୱେଟଙ୍କ ଗଣିତ ଫେଲ୍ ମାରିଲା?

ର ନିର୍ବାଚନରେ ବହୁ ହେଭିୱେଟଙ୍କୁ ଝଟକା । ଗଡ଼ ବଜାୟ ରଖିପାରିଲେନି ଅନେକ ବଡ଼ ବଡିଆ ନେତା । କେବଳ ବିଜେପି କି କଂଗ୍ରେସ ନୁହନ୍ତି, ଶାସକ ବିଜେଡିର ହେଭିୱେଟ ବି ଅନେକ ସ୍ଥାନରେ ପୌରାଧ୍ୟକ୍ଷ ଆସନ ହାତେଇବାରେ ଫେଲ୍ ମାରିଛନ୍ତି ଶାସକ ବିଜେଡି । ପୌରାଧ୍ୟକ୍ଷ ଭୋଟ୍ ଅପେକ୍ଷା କାଉନସିଲର ଭୋଟରେ ୨ ପ୍ରତିଶତ ଅଧିକ ଭୋଟ୍ ପାଇଛି ।

Advertisment

ର ନିର୍ବାଚନରେ ବହୁ ହେଭିୱେଟଙ୍କୁ ଝଟକା । ଗଡ଼ ବଜାୟ ରଖିପାରିଲେନି ଅନେକ ବଡ଼ ବଡିଆ ନେତା । କେବଳ ବିଜେପି କି କଂଗ୍ରେସ ନୁହନ୍ତି, ଶାସକ ବିଜେଡିର ହେଭିୱେଟ ବି ଅନେକ ସ୍ଥାନରେ ପୌରାଧ୍ୟକ୍ଷ ଆସନ ହାତେଇବାରେ ଫେଲ୍ ମାରିଛନ୍ତି ଶାସକ ବିଜେଡି ।  

Advertisment
Odisha ULB Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ