ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଲା । ଯାଞ୍ଚବେଳେ କଟିଲା ମାତ୍ର ମାତ୍ର ୮ହଜାର ୬ଶହ ୪୮ ଜଣଙ୍କ ନାମାଙ୍କନ ପତ୍ର