Advertisment

ଡାହାମିଛ ଥିଲା ବିଜେଡିର ନୂଆ ଏନଏସି ଘୋଷଣା

ପୂର୍ବ ସରକାର କେବଳ ନିର୍ବାଚନକୁ ଆଖି ଆଗରେ ରଖି ଘୋଷଣା କରିଦେଇଥିଲେ। ଏଥିପାଇଁ କୌଣସି ଲିଖିତ ପ୍ରସ୍ତାବ ନାହିଁ, କି ନୂଆ ସରକାରକୁ ସେଭଳି କିଛି ବିଧିବଦ୍ଧ ପ୍ରସ୍ତାବ ମିଳିନାହିଁ।

Advertisment

ଡାହାମିଛ ଥିଲା ବିଜେଡିର ନୂଆ ଏନଏସି ଘୋଷଣା। ନିର୍ବାଚନ ପୂର୍ବରୁ ଦେଖାଇଥିଲେ ସ୍ୱପ୍ନ, ଧରାଇଥିଲେ ଲଲିପପ୍ ! ପ୍ରକ୍ରିୟା ନକରି ଭୋଟ୍ ଚକ୍କରରେ କରିଥିଲେ ଘୋଷଣା। ବିଧାନସଭାରେ ଏହି ମିଛର ପୋଲ୍ ଖୋଲିଛନ୍ତି ନିଜେ ନଗର ଉନ୍ନୟନ ମନ୍ତ୍ରୀ। କହିଛନ୍ତି ପୂର୍ବ ସରକାର କେବଳ ନିର୍ବାଚନକୁ ଆଖି ଆଗରେ ରଖି ଘୋଷଣା କରିଦେଇଥିଲେ। ଏଥିପାଇଁ କୌଣସି ଲିଖିତ ପ୍ରସ୍ତାବ ନାହିଁ, କି ନୂଆ ସରକାରକୁ ସେଭଳି କିଛି ବିଧିବଦ୍ଧ ପ୍ରସ୍ତାବ ମିଳିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ