ଆକ୍ସନ୍ ମୋଡରେ କଂଗ୍ରେସ। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ରକୁ କରୁଛି ଟାର୍ଗେଟ୍। ଲୋକସେବା ଭବନ ଘେରାଉ, ଲୋୟର ପିଏମ୍ଜିରେ ହଲ୍ଲାବୋଲ୍ । ଭୋଟ୍ ବେଳେ କାମ ଦେବନି କହି ବିଜେପି ଓ ବିଜେଡିର ତାଚ୍ଛଲ୍ୟ