Advertisment

ଗୋପାଳ ଦାସ ପାଗଳ ନୁହେଁ ବୋଲି ସ୍ପଷ୍ଟ ହେବା ପରେ ଅକଳରେ କ୍ରାଇମବ୍ରାଂଚ

ସ୍ପଷ୍ଟ ରିପୋର୍ଟ ସତ୍ତ୍ୱେ କାହିଁକି ବେଙ୍ଗାଳୁରୁ ସ୍ଥିତ National Institue of Mental Helath and Neuroscience ବା ନିମହାନ୍ସକୁ ଗୋପାଳକୁ ନେବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ ।

Advertisment

ଗୋପାଳ ଦାସ ପାଗଳ ନୁହେଁ ବୋଲି ସ୍ପଷ୍ଟ ହେବା ପରେ ଅକଳରେ କ୍ରାଇମବ୍ରାଂଚ । ପ୍ରଶ୍ନ ଉଠୁଛି ନବ ଦାସ ହତ୍ୟା ଷଡ଼ଯନ୍ତ୍ରର ସତ୍ୟ ପଦାକୁ ନଆଣି ଗୋଲ ଗୋଲ ବୁଲାଉଛି କି ଏହି ତଦନ୍ତକାରୀ ସଂସ୍ଥା ? ନବଙ୍କୁ ଗୁଳି ପରେ ପରେ ଗୋପାଳ ଜଣେ ମାନସିକ ରୋଗୀ ବୋଲି କିଏ ପ୍ରଚାର କରିଥିଲା ? ଷଡ଼ଯନ୍ତ୍ର ପଛର ମାଷ୍ଟରମାଇଣ୍ଡ କିଏ ? ମେଡିକାଲ୍ ବୋର୍ଡ ରିପୋର୍ଟରୁ ଗୋପାଳର କୌଣସି ମାନସିକ ବିକୃତି ନାହିଁ ବୋଲି ସ୍ପଷ୍ଟ ହେବା ପରେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ । ସ୍ପଷ୍ଟ ରିପୋର୍ଟ ସତ୍ତ୍ୱେ କାହିଁକି ବେଙ୍ଗାଳୁରୁ ସ୍ଥିତ National Institue of Mental Helath and Neuroscience ବା ନିମହାନ୍ସକୁ ଗୋପାଳକୁ ନେବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ ।

Advertisment
BJD BJP Naba Das Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ