Air Strip
Advertisment
ଖବର କାଗଜରେ ଫୁଲ୍ ପେଜ୍ ବିଜ୍ଞାପନ ଜରିଆରେ ପ୍ରଚାର ଚାଲିଥିବା ମାଲକାନଗିରି ବିମାନବନ୍ଦରକୁ ନେଇ ସଭିଁଙ୍କ ମନରେ କାହିଁକି ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନ ପରେ ସତରେ କ’ଣ ଉପାନ୍ତ ମାଲକାନଗିରି ଆକାଶ ମାର୍ଗରେ ଯୋଡ଼ିହେଲା ? ଅର୍ଥାତ୍ ଏଣିକି ମାଲକାନଗିରିକୁ ଆକାଶ ମାର୍ଗରେ ଯାଇପାରିବେ ତ’ ସାଧାରଣ ଲୋକ ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us