Advertisment

ନଥିଲେ ନବୀନ,ଛକା ମାରିଦେଲେ ମୋହନ

ଇତିହାସ ରଚିଲା ଓଡ଼ିଶା ବିଧାନସଭା । ସାଖୀ ରହିଲା ସରକାର । ସାଖୀ ରହିଲେ ବିରୋଧୀ ବିଧାୟକ । ହେଲେ ନବୀନ ହେଲେନି ଇତିହାସର କଥାକୁହା ସାଖୀ । ଗୃହ କାର୍ଯ୍ୟରେ ସାମିଲ ହେଲେନି, କି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଲେନି । କିନ୍ତୁ ବିଜେଡିର ବିଧାୟକ ମାନେ କାର୍ଯ୍ୟକ୍ରମରେ ଭାଗ ନେଇ ଘମାଘୋଟ ଆଲୋଚନା କଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ