mahua-pinaki-marriage
Advertisment
କ।ହ। ପ୍ରେମରେ ଓଡ଼ିଆ ବୋହୂ ? ଯଦି ପିନ।କୀ ନୁହଁନ୍ତି, ତ।ହେଲେ ଆଉ କ।ହ।କୁ ଭଲ ପ।ଆନ୍ତି ମହୁଆ ମୋଇତ୍ର। ? କ।ହ।କୁ ସେ ଚିଠି ଲେଖୁଥିଲେ, ଦେଖ। କରିବ।କୁ ରିକ୍ୱେଷ୍ଟ କରିଥିଲେ... କିଏ ସେ ମହୁଆ ମୋଇତ୍ରଙ୍କ କ୍ରସ୍ ?ଯ।ହ।ଙ୍କୁ ଖୋଲ।ଖୋଲି I Love you କହିଲେ ମହୁଆ । ଆପଣ ନିଶ୍ଚୟ ଭ।ବୁଥିବେ ଯଦି ପିନ।କୀ ମିଶ୍ର ନୁହଁନ୍ତି ତ ଆଉ କିଏ ? କ।ରଣ ରିସେଣ୍ଟଲି ଦୁହିଁଙ୍କ ମ୍ୟ।ରେଜ ହୋଇଛି । ଜର୍ମାନୀର ବର୍ଲିନରେ ପଶ୍ଚିମବଙ୍ଗ ସାଂସଦ ମହୁଆଙ୍କୁ ସିକ୍ରେଟ ମ୍ୟ।ରେଜ କରିଥିଲେ ପୂର୍ବତନ ବିଜେଡି ସାଂସଦ ପିନ।କୀ ମିଶ୍ର । ଓଡ଼ିଶ।ର ବୋହୂ ହୋଇଥିଲେ ମହୁଆ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us