Surya Narayan Patro
Advertisment
ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର । ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସତ୍କାର କରାଯାଇଛି । ସୂର୍ଯ୍ୟଙ୍କୁ ମୁଖାଗ୍ନି ଦେଲେ ପୁଅ ବିପ୍ଲବ ପାତ୍ର । କର୍ମଭୂମିରୁ ଜନ୍ମଭୂମି ଯାଏଁ ଶେଷ ଦର୍ଶନ କଲେ ଶହ ଶହ ଲୋକେ । ଲୁହ ଭିଜା ଆଖିରେ ବିଦାୟ ଦେଇଛନ୍ତି ସମର୍ଥକ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us