Advertisment

ମନ୍ତ୍ରୀ ହେବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ

ମନ୍ତ୍ରୀ ହେବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ। ଦିନେ ସେ କ୍ରିକେଟରରୁ ନେତା ସାଜିଥିଲେ। ବର୍ତ୍ତମାନ ତାଙ୍କୁ ତେଲେଙ୍ଗାନାର କ୍ୟାବିନେଟରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଏଇଥିପାଇଁ, କାରଣ ତାଙ୍କୁ ରାଜ୍ୟପାଳଙ୍କ କୋଟାରେ ତେଲେଙ୍ଗାନାର ବିଧାନ ପରିଷଦକୁ ମନୋନୀତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ