Suresh Pujari
Advertisment
ଅମଲା ଆନ୍ଦୋଳନ ପଛରେ ବିଜେଡି ଥିବା ଦାୟୀ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କହିଲେ ରାଜସ୍ୱ ବିଭାଗ ପାଖରେ ବଡ଼ ବଡ଼ ଅସ୍ତ୍ର ଅଛି। ଯଦି ସୋମବାର ସୁଦ୍ଧା ଅମଲାମାନେ ଆନ୍ଦୋଳନ ଛାଡ଼ି କାମ ନକରନ୍ତି, ତେବେ ରାଜସ୍ୱ ବିଭାଗ ଅସ୍ତ୍ର ଛାଡ଼ିବ। ରାଜସ୍ୱ ବିଭାଗ ଅସ୍ତ୍ର ଛାଡ଼ିଲେ ସମ୍ଭାଳି ପାରିବ ତ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us