PMAY scheme
Advertisment
ଘର ଗୋଟିଏ । ହେଲେ ସରକାରୀ ଯୋଜନା ହାତେଇବାକୁ ଗୋଟିଏ ପରିବାର ଗୋଟିଏ ଘରକୁ ଦେଖାଇ ହାତେଇ ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସରକାରଙ୍କ ମତ୍ସ୍ୟ ପୋଖରୀ ଏବଂ ଗୋଦାମ ଗୃହ ଏଭଳି ୨ଟି ଯୋଜନାରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଖୋର୍ଦ୍ଧା ବ୍ଲକ ଗଡ଼ ହଳଦିଆ ପଞ୍ଚାୟତ ବସନ୍ତ ଗାଁର ତିନିଜଣ ହିତାଧିକାରୀଙ୍କୁ ଦେଇଛନ୍ତି ୧୬ ଲକ୍ଷ ଟଙ୍କା। ୨୦୧୮- ୧୯ ଆର୍ଥିକ ବର୍ଷରେ ଗୋଦାମ ଗୃହ ପାଇଁ ଜଣକା ୨ ଲକ୍ଷ ହିସାବରେ ୩ ଜଣଙ୍କୁ ୬ ଲକ୍ଷ ଏବଂ ମତ୍ସ୍ୟ ପୋଖରୀ ଯୋଜନାରେ ସେମାନଙ୍କ ମଧ୍ୟରୁ ଜଣକୁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us